ଆନ୍ଧ୍ରର ମେଗା ସ୍ୱାସ୍ଥ୍ୟମେଳାକୁ ଭଂଡୁର କଲା ଓଡିଶା ପ୍ରଶାସନ

ସପ୍ତାହେ କୋଟିଆକୁ ଜଗିବେ ପୁଲିସ ଫୋର୍ସ ପଟ୍ଟାଙ୍ଗି : ଆନ୍ଧ୍ରକୁ ଚକମା ଦେଲା ଓଡ଼ିଶା। କୋଟିଆର ତଳଗଞ୍ଜେଇ ପଦରରେ ଆନ୍ଧ୍ର ମେଗା ସ୍ୱାସ୍ଥ୍ୟମେଳା କରିବାକୁ ଯୋଜନା କରିଥିଲା। ତେବେ କୋରାପୁଟ ଜିଲ୍ଲା ପ୍ରଶାସନ ଏହାକୁ ଭଂଡୁର କରି ସେହି ଗ୍ରାମରେ ପଟ୍ଟାଙ୍ଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମାନ ସ୍ୱାସ୍ଥ୍ୟମେଳା ଆୟୋଜନ କରାଇଥିଲା। ଫଳରେ ଆନ୍ଧ୍ରର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମୁହଁ ମୋଡ଼ି ଶିଶୁପାଳ ହୋଇ ଫେରିଯିବାକୁ ବାଧ୍ୟ ହୋଇଥିଲେ। ସେହିପରି … Continue reading ଆନ୍ଧ୍ରର ମେଗା ସ୍ୱାସ୍ଥ୍ୟମେଳାକୁ ଭଂଡୁର କଲା ଓଡିଶା ପ୍ରଶାସନ